ଓଡିଶା

odisha

ETV Bharat / bharat

ସୁରକ୍ଷା କାରଣରୁ ଜମ୍ମୁ-କାଶ୍ମୀର ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ - jammu and kashmir bypolls

ଜମ୍ମୁ-କାଶ୍ମୀରରେ 12500ରୁ ଅଧିକ ପଞ୍ଚାୟତ ଆସନରେ ଉପନିର୍ବାଚନ ମାର୍ଚ୍ଚ 5ରୁ 20 ତାରିଖ ମଧ୍ୟରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Feb 18, 2020, 11:24 PM IST

ଶ୍ରୀନଗର: ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଜମ୍ମୁ-କଶ୍ମୀରରେ ୮ ପର୍ଯ୍ୟାୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି । ଜମ୍ମୁ-କାଶ୍ମୀରରେ 12500ରୁ ଅଧିକ ପଞ୍ଚାୟତ ଆସନରେ ଉପନିର୍ବାଚନ ମାର୍ଚ୍ଚ 5ରୁ 20 ତାରିଖ ମଧ୍ୟରେ ହେବାକୁ ଧ୍ୟାର୍ଯ୍ୟ ହୋଇଥିଲା ।

ଜମ୍ମୁ-କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶୈଳେନ୍ଦ୍ର କୁମାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଉପନିର୍ବାଚନ ସୁରକ୍ଷା କାରଣରୁ ତିନି ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଇନପୁଟ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ABOUT THE AUTHOR

...view details