ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ଅରୁଣ ଜେଟଲୀ । ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଚିଠି ଲେଖି ମୋଦିଙ୍କୁ ଜଣାଇଲେ ଜେଟଲୀ ।
ଏହି 5ବର୍ଷ ମଧ୍ୟରେ ଏନଡିଏ ସରକାରଙ୍କ ସହ ଭଲ ଅଭିଜ୍ଞତା ରହିଛି । ଏନଡିଏ ସରକାରର ଗଠନ ସମୟରୁ ଦଳ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିଲା । ତେବେ କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଦଳ ସବୁବେଳେ ତାଙ୍କୁ ସମର୍ଥନ କରିଆସିଛି ।