ପୁଞ୍ଛ: ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଆଜି ଭୋର ସମୟରେ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ଗୁଳି ମାଡ କରିଛି ପାକିସ୍ତାନ ।
ବାଲାକୋଟ ସେକ୍ଟରରେ ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନ - violates ceasefire in Balakote sector
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ବାଲାକୋଟ ସେକ୍ଟରରେ ପାକିସ୍ତାନ ଗୁଳି ମାଡ କରିଛି । ଏହାର ଜବାବ ଦେଉଛି ଭାରତୀୟ ସେନା । ଅଧିକ ପଢନ୍ତୁ...
![ବାଲାକୋଟ ସେକ୍ଟରରେ ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନ ବାଲାକୋଟ ସେକ୍ଟରେ ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନ](https://etvbharatimages.akamaized.net/etvbharat/prod-images/768-512-7348457-790-7348457-1590466537036.jpg)
ବାଲାକୋଟ ସେକ୍ଟରେ ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନ
ଭାରତୀୟ ସୀମାରେ ଅବସ୍ଥିତ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ପାକିସ୍ତାନ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଓ ମୋର୍ଟାର ମାଡ କରିଛି । ପାକିସ୍ତାନର ଏହି ହରକତର ଦୃଢ ଜବାବ ଦେଉଛନ୍ତି ଭାରତୀୟ ସେନା ।
TAGGED:
ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନ