ଶ୍ରୀନଗର: ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ବାରମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ବାରମୁଲ୍ଲା ଆତଙ୍କବାଦୀ ଆକ୍ରମଣ: ଶୋକ ପ୍ରକାଶ କଲେ ଜମ୍ମୁ କାଶ୍ମୀର ଏଲଜି - J-K LG pays tribute to security personnel
ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ବାରମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଧିକ ପଢନ୍ତୁ...
![ବାରମୁଲ୍ଲା ଆତଙ୍କବାଦୀ ଆକ୍ରମଣ: ଶୋକ ପ୍ରକାଶ କଲେ ଜମ୍ମୁ କାଶ୍ମୀର ଏଲଜି ବାରମୁଲ୍ଲା ଆତଙ୍କବାଦୀ ଆକ୍ରମଣ: ଶୋକ ପ୍ରକାଶ କଲେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର](https://etvbharatimages.akamaized.net/etvbharat/prod-images/768-512-8450800-thumbnail-3x2-jk.jpg)
ବାରମୁଲ୍ଲା ଆତଙ୍କବାଦୀ ଆକ୍ରମଣ: ଶୋକ ପ୍ରକାଶ କଲେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର
କ୍ରିରି ଅଞ୍ଚଳରେ ସିଆରପିଏଫ ଓ ପୋଲିସର ମିଳିତ ପେଟ୍ରୋଲିଂ ଟିମ ଉପରେ ଆକ୍ରମଣ କରିବା ପରେ ସୋମବାର ଦୁଇଜଣ ସିଆରପିଏଫ ଯବାନ ଏବଂ ଜଣେ ପୋଲିସ ଶହୀଦ ହୋଇଥିଲେ। ଚେକ୍ ପୋଷ୍ଟରେ ଗୁଳି ଚଳାଇବା ପରେ ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଜମ୍ମୁ କାଶ୍ମୀରର ସୂଚନା ଓ ଜନସମ୍ପର୍କ ବିଭାଗ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲିଂ ଜୋରଦାର କରାଯାଇଛି ।
@ANI