ଓଡିଶା

odisha

ETV Bharat / bharat

ଆତଙ୍କବାଦ କାର୍ଯ୍ୟକଳାପର ମାଧ୍ୟମ ସାଜୁଛି ସୋସିଆଲ ମିଡିଆ - ଆତଙ୍କବାଦ ପାଇଁ ମାଧ୍ୟମ ସାଜୁଛି ସୋସିଆଲ ମିଡିଆ

ଜମ୍ମୁ ଓ କାଶ୍ମୀରରେ ସୋସିଆଲ ମିଡିଆର କରାଯାଉଛି ଦୂରୁପଯୋଗ । ଘାଟିରେ ହିଂସା ଉସୁକାଇବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି । ବୁଧବାର ଏହି ସୂଚନା ଦେଇଛି ଜମ୍ମୁ ଓ କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

misuse of social media
ଫାଇଲ ଫଟୋ

By

Published : Feb 19, 2020, 9:04 PM IST

Updated : Feb 19, 2020, 9:39 PM IST

ଜମ୍ମୁ: ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆର କରାଯାଉଛି ଦୂରୁପଯୋଗ । ଉପତ୍ୟକାରେ ହିଂସା ଉସୁକାଇବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି । ବୁଧବାର ଏହି ସୂଚନା ଦେଇଛି ଜମ୍ମୁ ଓ କାଶ୍ମୀର ପୋଲିସ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

VPNs(Virtual private networks) ମାଧ୍ୟରେ ସୋସିଆଲ ମିଡିଆର ବ୍ୟବହାର କରି ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଯାଉଥିବାର ପ୍ରମାଣ ପୋଲିସ ପାଇଛି । ଏହାକୁ ଆଧାର କରି ସୋସିଆଲ ମିଡିଆର ଦୁରୂପଯୋଗ ହେଉଥିବା ସୂଚନା ଦେଇଛନ୍ତି ଡିଜିପି ଦିଲବାଗ୍ ସିଂହ ।

ଜମ୍ମୁ କାଶ୍ମୀରର ପ୍ରଶାସନ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇବା ପାଇଁ ଜାନୁଆରୀ 14ରେ ଏକ ଆଦେଶ ଜାରି କରିଥିଲେ । ମାତ୍ର ପୋଲିସ କେବଳ ଏହାର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଧରିପାରିଛି । ଡିଜିପି କହିଛନ୍ତି ହ୍ବାଟ୍ସଆପ ଜରିଆରେ କିଛି ସୂଚନା ସେୟାର କରାଯାଉଥିଲା । ପରେ ଏହାକୁ ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହିଁ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପିଟିଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2020, 9:39 PM IST

ABOUT THE AUTHOR

...view details