ନୂଆଦିଲ୍ଲୀ: କୋଭିଡ-19 ବିରୋଧରେ ଲଢେଇରେ ସାମିଲ ହୋଇ ସାହାଯ୍ୟ ହାତ ବଢେଇ ଆଗେଇ ଆସିଛି ଭାରତ-ତିବ୍ଦତ ସୀମା ପୋଲିସ(ଆଇଟିବିପି) । ଏହାର କର୍ମଚାରୀମାନେ ପିଏମ କେୟାର୍ସ ଫଣ୍ଡକୁ ତାଙ୍କର ଗୋଟିଏ ଦିନର ଦରମା ଦାନ କରିଛନ୍ତି ।
ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିନର ଦରମା ଦେଲେ ITBP କର୍ମଚାରୀ - ପିଏମ କେୟାରସ ଫଣ୍ଡ
ITBPର କର୍ମଚାରୀମାନେ ପିଏମ କେୟାରସ ଫଣ୍ଡକୁ ତାଙ୍କର ଗୋଟିଏ ଦିନର ଦରମା ଦାନ କରି କୋରୋନା ଯୁଦ୍ଧରେ୍ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...
![ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିନର ଦରମା ଦେଲେ ITBP କର୍ମଚାରୀ ITBP](https://etvbharatimages.akamaized.net/etvbharat/prod-images/768-512-6611829-757-6611829-1585664838334.jpg)
ପିଏମ କେୟାରସ ଫଣ୍ଡକୁ ଗୋଟିଏ ଦିନର ଦରମା ଦେଲେ ଆଟିବିପି କର୍ମଚାରୀ
ତେବେ ଏହି କର୍ମଚାରୀଙ୍କ ଗୋଟିଏ ଦିନର ଦରମା ମିଶି ସମୁଦାୟ 10 କୋଟି 53 ଲକ୍ଷ 58 ହଜାର 4ଶହ79 ଟଙ୍କା ଅଟେ । ତେବେ ବର୍ତ୍ତମାନ ସୁଦ୍ଧା ବିଶ୍ବରେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା 7.5 ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 38 ହଜାରରୁ ଉର୍ଦ୍ଧ୍ବ ରହିଛି । ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 1251 ଥିବା ବେଳେ ମୃତ୍ୟୁ ସଂଖ୍ୟା 32ରେ ପହଞ୍ଚିଛି ।