ଜେରୁଜେଲମ: ସାରା ଭାରତ କୋରୋନା ମୁକାବିଲା ନେଇ ମୋଦିଙ୍କ ଆହ୍ବାନକୁ ଦୀପ ଲଗାଇ ସମର୍ଥନ ଜଣାଇଛନ୍ତି । କିନ୍ତୁ ଏକତାର ପରିଚୟ ଦେଇ ଇସ୍ରାଏଲ ରାଜଦୂତାବାସ ପାଳନ କରିଛି ମୋଦି ଆହ୍ବାନକୁ । ଦୀପ ଜାଳି ଭାରତର ମଙ୍ଗଳ କାମନା କରିଛି ।
ପିଏମ ମୋଦିଙ୍କ ଆହ୍ବାନକୁ ପାଳନ କଲା ଇସ୍ରାଏଲ ଦୂତାବାସ - କୋରୋନା ମୁକାବିଲା
ପିଏମ ମୋଦିଙ୍କ ଆହ୍ବାନକୁ ପାଳନ କଲା ଇସ୍ରାଏଲ ରାଜଦୂତାବାସ । ଦୀପ ଲଗାଇ ଭାରତକୁ ଦେଲା ଏକତାର ପରିଚୟ। ଅଧିକ ପଢନ୍ତୁ...

ପିଏମ ମୋଦିଙ୍କ ଆହ୍ବାନକୁ ପାଳନ କଲା ଏସ୍ରାଏଲ ରାଜଦୂତାବାସ
ଟ୍ବିଟ କରି ଭାରତୀୟ ଭାଇଭଉଣୀଙ୍କ ସହ ସବୁବେଳେ ରହିଥିବା କହିଛି ଇସ୍ରାଏଲ ଦୂତାବାସ । ରାତି 9ଟାରେ 9 ମିନିଟ ପର୍ଯ୍ୟନ୍ତ ଆଲୋକ ବାଣ୍ଟିବା ସହ କୋଭିଡ-19 ସହ ଲଢି ବିଜୟୀ ହେବା ନେଇ ଲେଖିଛନ୍ତି । ଏହାସହ ଚାଇନିଜ ଆମ୍ବାସାଡର ସନ ୱିନଡଙ୍ଗ ମଧ୍ୟ ଏକତାର ପରିଚୟ ଦେଇ ଭାରତସହ ସର୍ବଦା ଠିଆ ହେବେ ବୋଲି ବାର୍ତ୍ତା ଦେଇଛନ୍ତି ।
@ANI