ୱାଶିଂଟନ୍: ISIS ମୁଖ୍ୟ ବାଗଦାଦୀ ନିହତ ! ସିରିଆରେ ଆମେରିକା ସେନା ଦ୍ବାରା ନିହତ ହୋଇଥିବା ସୂଚନା ମିଳିଛି। ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ଆମେରିକା ରାଷ୍ଟ୍ରପତି। ଏହି କୁଖ୍ୟାତ ଆତଙ୍କବାଦୀ ମୁଣ୍ଡରେ 25 ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ISIS ମାଷ୍ଟରମାଇଣ୍ଡ ବାଗଦାଦୀ ନିହତ ! - ବାଗଦାଦୀ ନିହତ!
ISIS ମୁଖ୍ୟ ବାଗଦାଦୀ ନିହତ ! ସିରିଆରେ ଆମେରିକା ସେନା ଦ୍ବାରା ନିହତ ହୋଇଥିବା ସୂଚନା ମିଳିଛି।

ଆଇଏସଆଇଏସ ମାଷ୍ଟରମାଇଣ୍ଡ ବାଗଦାଦୀ ନିହତ!
ତେବେ ଇସଲାମିକ ଆତଙ୍କବାଦୀର ମାଷ୍ଟରମାଇଣ୍ଡ ଅବୁ ବକର ଅଲ ବାଗଦାଦୀକୁ ଆମେରିକାର ଇଦଲିବଗରେ ନିହତ ହୋଇଥିବା କୁହାଯାଉଛି। ତେବେ ଘଟଣା ବିଷୟରେ ଆମେରିକାର ଏକ ମିଲିଟାରୀ ସଂସ୍ଥା ଶନିବାର ରାତିରେ ସୂଚନା ଦେଇଛି।
ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି କି, ବିଶ୍ବର ସବୁଠାରୁ ୱାଣ୍ଟେଡ ବ୍ୟକ୍ତି ବା କୁଖ୍ୟାତ ISIS ଲିଡର ବାଗଦାଦୀ ନିହତ ହୋଇଛି। କିଛି ସମୟ ପରେ ଏନେଇ ହ୍ବାଇଟହାଉସ ପକ୍ଷରୁ ଘୋଷଣା କରାଯିବ।