ଓଡିଶା

odisha

ETV Bharat / bharat

ଅଲଂଗରେ ପହଞ୍ଚିଲା ଆଇଏନଏସ ବିରାଟ, ନଷ୍ଟ ହେବ ଜାହାଜ

ଆଇଏନଏସ ବିରାଟ ନିଜର ଅନ୍ତିମ ଜଳଯାତ୍ରାରେ ଆସି ଗୁଜରାଟର ଅଂଲଗରେ ପହଞ୍ଚିଛି । ୩୦ ବର୍ଷ ଧରି ନୌସେନାରେ ସେବା ପ୍ରଦାନ କରିଥିବା ବିରାଟକୁ ଏଠାରେ ଭଙ୍ଗାଯିବ । ଅଧିକ ପଢନ୍ତୁ...

By

Published : Sep 28, 2020, 9:59 PM IST

ଅଲଂଗରେ ପହଞ୍ଚିଲା ଆଇଏନଏସ ବିରାଟ, ନଷ୍ଟ ହେବ ଜାହାଜ
ଅଲଂଗରେ ପହଞ୍ଚିଲା ଆଇଏନଏସ ବିରାଟ, ନଷ୍ଟ ହେବ ଜାହାଜ

ଗାନ୍ଧୀନଗର: ଭାରତୀୟ ନୌସେନାର ସେବାମୁକ୍ତ ଯୁଦ୍ଧ ଜାହାଜ ଆଇଏନଏସ ବିରାଟ ନିଜର ଅନ୍ତିମ ଜଳଯାତ୍ରାରେ ଆସି ଗୁଜରାଟର ଅଂଲଗରେ ପହଞ୍ଚିଛି । ଏଠାରେ ବିରାଟକୁ ଭାଙ୍ଗି ଦିଆଯାଇ ଲୁହା ସ୍କ୍ରାପରେ ପରିଣତ କରିଦିଆଯିବ ।

ଅଲଂଗରେ ପହଞ୍ଚିଲା ଆଇଏନଏସ ବିରାଟ, ନଷ୍ଟ ହେବ ଜାହାଜ

୩୦ ବର୍ଷ ଧରି ଭାରତୀୟ ସମୁଦ୍ର ତଟରେ ଶତୃଙ୍କ ଉପରେ ତିକ୍ଷ୍ଣ ନଜର ରଖିବା ସହ ନୋସେନାରେ ନିଜର ସେବା ପ୍ରଦାନ କରିଥିଲା ବିରାଟ । ସେବାରୁ ମୁକ୍ତ ହେବା ପରେ ଏବେ ଏହା ଭଙ୍ଗା ହେବା ପାଇଁ ପ୍ରସ୍ତୁତ । ଏନେଇ ଏହା ମୁମ୍ବାଇରୁ ଗୁଜୁରାଟର ଅଲଂଗ ଡକ୍ୟାର୍ଡରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details