ଚେନ୍ନାଇ: ତାମିଲନାଡୁର ଥେନକାସିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ଗୋଟିଏ 4 ଦିନର ଶିଶୁକୁ ଜୀବନ୍ତ ଜଳାଇଦିଆଯିବା ସହ ଏକ ଥିଏଟର କ୍ୟାମ୍ପସରେ ଫିଙ୍ଗି ଦିଆଯାଇଛି ।
ଥିଏଟରରେ ଶିଶୁକୁ ଜୀଅନ୍ତା ଜଳାଇଲେ ଦୁର୍ବୃତ୍ତ - ସଙ୍କରନକୋଭିଲ ରେଳବାଇ ପିଟର ରାସ୍ତା
ତାମିଲନାଡୁର ଥେନକାସିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ଗୋଟିଏ 4 ଦିନର ଶିଶୁକୁ ଜୀବନ୍ତ ଜଳାଇଦିଆଯିବା ସହ ଏକ ଥିଏଟର କ୍ୟାମ୍ପସରେ ଫିଙ୍ଗି ଦିଆଯାଇଛି ।
![ଥିଏଟରରେ ଶିଶୁକୁ ଜୀଅନ୍ତା ଜଳାଇଲେ ଦୁର୍ବୃତ୍ତ ଥିଏଟରରେ ଶିଶୁକୁ ଜୀଅନ୍ତା ଜଳାଇଲେ ଦୁର୍ବୃତ୍ତ](https://etvbharatimages.akamaized.net/etvbharat/prod-images/768-512-8743986-381-8743986-1599676179085.jpg)
ଥିଏଟରରେ ଶିଶୁକୁ ଜୀଅନ୍ତା ଜଳାଇଲେ ଦୁର୍ବୃତ୍ତ
ଥେନକାସିର ସଙ୍କରନକୋଭିଲ ରେଳବାଇ ପିଟର ରାସ୍ତା ନିକଟରେ ଅବସ୍ଥିତ ଏକ ଥିଏଟରରେ ଛୋଟ ଶିଶୁକୁ ଜଳାଇ ଦିଆଯାଇଥିଲା । ମହାମାରୀ ପରିସ୍ଥିତି ଯୋଗୁଁ ଥିଏଟର ବନ୍ଦ ରହିଥିଲା ବେଳେ ସ୍ଥାନୀୟ ଲୋକେ ଗନ୍ଧ ବାରି ପୋଲିସକୁ ଜଣାଇଥିଲେ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ