ଓଡିଶା

odisha

ETV Bharat / bharat

ଯବାନଙ୍କ ଗରବା ପ୍ରେମ, ଭିଡିଓ ଭାଇରାଲ - video viral on social media

ନବରାତ୍ରୀରେ ଗରବା ଓ ଦାଣ୍ଡିଆରେ ଝୁମୁଛନ୍ତି ଲୋକେ । ଏଥିରୁ ବାଦ ପଡିନାହିଁ ଭାରତୀୟ ସେନା । ସେମାନେ ମଧ୍ୟ ଗୁଜୁରାଟର ପାରମ୍ପାରିକ ନୃତ୍ୟ ଗରବା ପରିବେଷଣ କରି ପାଳିଛନ୍ତି ନବରାତ୍ରୀ ।

ଡିଜାଇନ ଫଟୋ

By

Published : Oct 7, 2019, 8:18 PM IST

ନୂଆଦିଲ୍ଲୀ: ସାରା ଦେଶରେ ପାର୍ବଣର ପରିବେଶ । ଚାରିଆଡେ ଚାଲିଛି ଦୁର୍ଗତୀନାଶୀନି ଦୁର୍ଗାଙ୍କ ପୂଜା । ନବରାତ୍ରୀରେ ଗରବା ଓ ଦାଣ୍ଡିଆରେ ଝୁମୁଛନ୍ତି ଲୋକେ । ଆଉ ଏଥିରୁ ବାଦ ପଡିନାହିଁ ଭାରତୀୟ ସେନା ।

ଭାଇରାଲ ଭିିଡିଓ

ନିଜ ଷ୍ଟାଇଲରେ ପାଳିଛନ୍ତି ନବରାତ୍ରୀ । ଯବାନ ମାନେ ଗୁଜୁରାଟର ପାରମ୍ପାରିକ ନୃତ୍ୟ ଗରବା ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଯବାନମାନେ ଗରବାରେ ଝୁମିଝୁମି ନାଚୁଥିବା ଦେଖାଯାଇଛି । ତେବେ ଭାଇରାଲ ଭିଡିଓ ଦେଖିବା ପରେ ଟ୍ବିଟ କରି ଭାରତୀୟ ସେନାଙ୍କୁ ଆହୁରି ଉତ୍ସାହିତ କରିଛନ୍ତି ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।

For All Latest Updates

ABOUT THE AUTHOR

...view details