ଓଡିଶା

odisha

ETV Bharat / bharat

ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତୀୟ ସେନା - ପାକିସ୍ତାନୀ ଡ୍ରୋନ ଧ୍ବସଂ

ଜାମ୍ମୁ କାଶ୍ମୀରର କୁପବାଡା ଜିଲ୍ଲାର କେରନ ସେକ୍ଟର ନିକଟରେ ପାକିସ୍ତାନୀ ଡ୍ରୋନକୁ ଖସାଇଦିଆଯାଇଛି । ଅଧିକ ପଢନ୍ତୁ...

Indian Army shoots down Pakistani drone near LoC
ଏକ ପାକିସ୍ତାନୀ ଡ୍ରୋନ ଧ୍ବସଂ

By

Published : Oct 24, 2020, 2:16 PM IST

ନୂଆଦିଲ୍ଲୀ: ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତୀୟ ସେନା। ଜାମ୍ମୁ କାଶ୍ମୀରର କୁପବାଡା ଜିଲ୍ଲାର କେରନ ସେକ୍ଟର ସ୍ଥିତ ନିୟନ୍ତ୍ରଣ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଶନିବାର ଧ୍ବଂସ କରି ଦିଆଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏଲଓସି ନିକଟରେ ଏକ ପାକିସ୍ତାନୀ ଡ୍ରୋନ ଭାରତର ସୀମା ଭିତରକୁ ପସି ଆସିଥିଲା । ଏହା ଉପରେ ସେନାର ଦୃଷ୍ଟି ପଡିବାରୁ ଏହାକୁ ଗୁଳି କରି ଖସାଇଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details