ଓଡିଶା

odisha

ETV Bharat / bharat

ବରଫ ପାହାଡ଼ରେ ଫସିଥିବା 390 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା - INDIAN ARMY RESCUES 390 STRANDED CIVILIANS

ଅରୁଣାଚଳ ପ୍ରଦେଶର ବରଫ ପାହାଡ଼ରେ ଫସିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ଶୂନ ଡିଗ୍ରୀ ତାପମାତ୍ରାରେ 16 ଘଣ୍ଟା ପରିଶ୍ରମ କରି ସାହାସର ସହ ଉଦ୍ଧାର କରିବା ପ୍ରଶଂସନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

90 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା
90 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା

By

Published : Mar 9, 2020, 4:53 PM IST

ଇଟାନଗର: ଅରୁଣାଚଳ ପ୍ରଦେଶର ବରଫ ପାହାଡ଼ରେ ଫସିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ସମୁଦ୍ର ପତନ ଠାରୁ 14000 ଫୁଟ ଉଚ୍ଚରେ ଫସିରହିଥିଲେ 390 ସାଧାରଣ ନାଗରିକ ଏବଂ 175ଟି ଗାଡି । ମାର୍ଚ୍ଚ 7 ଓ 8 ତାରିଖ ଠାରୁ ଫସିରହିଥିଲେ ଏମାନେ ।

90 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ତେବେ ଭାରତୀୟ ସେନାର ସଫଳତା ପୂର୍ବକ ଉଦ୍ଧାରକାର୍ଯ୍ୟ ପରେ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏପରି ଉଦ୍ୟମ ପାଇଁ ଭାରତୀୟ ସେନାକୁ କୃତଜ୍ଞତା ଦେଇଛନ୍ତି ଉଦ୍ଧାର ହୋଇଥିବା ବ୍ୟକ୍ତି । ଶୂନ ଡିଗ୍ରୀ ତାପମାତ୍ରାରେ 16 ଘଣ୍ଟା ଉଦ୍ୟମ କରି ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

90 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା
90 ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details