ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ପରିଭ୍ରମଣ କରିପାରିବେ ଦେଶବାସୀ । ଭାରତୀୟ ସେନା ପକ୍ଷରୁ ଏନେଇ ସିଆଚେନ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଗୁଡିକରେ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାନ ଖୋଲା ଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।
ଏଥିପାଇଁ ଏକ ଟିମ ଗଠନ କରାଯାଇଛି । ଯେଉଁଥିରେ ବରିଷ୍ଠ ଲେଫ୍ଟଲାଣ୍ଟ ଜେନେରାଲଙ୍କ ସହିତ କିଛି ଅଧିକାରୀ ରହିଥିବା ଅନୁଷ୍ଠିତ ଏକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ସେନା ମୁଖ୍ୟ ବିପିନ ରାୱତ ।