ଓଡିଶା

odisha

ETV Bharat / bharat

ମୁମ୍ବାଇ ବର୍ଷା: 300 ବିପନ୍ନଙ୍କୁ ଉଦ୍ଧାର କଲା ଭାରତୀୟ ସେନା - ବନ୍ୟାରେ ଭାସୁଛି ମାୟାନଗରୀ ।

300 ବିପନ୍ନଙ୍କୁ ଉଦ୍ଧାର କଲା ଭାରତୀୟ ସେନା । ବନ୍ୟାରେ ଭାସୁଛି ମାୟାନଗରୀ ।

ଫାଇଲ ଫଟୋ

By

Published : Sep 27, 2019, 4:49 AM IST

ମୁମ୍ବାଇ: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ମୟାନଗରୀ । ବନ୍ୟା ଜଳରେ ଉବୁଟୁବୁ ପୁନେର ଅନେକ ଅଞ୍ଚଳ । ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ଆଜି ଭାରତୀୟ ସେନା 300 ବିପନ୍ନଙ୍କ ଜୀବନ ରକ୍ଷା କରିଛି ।

ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ, ଦୁଇ ଦିନର ପ୍ରବଳ ବର୍ଷା ଲୋକଙ୍କୁ ଅଣନିଶ୍ବାସୀ କରି ପକାଇଲାଣି । ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ସାଉର୍ଥୱନ କମାଣ୍ଡର ପାଞ୍ଚଟି ଟିମ ଆଜି ପୁନେରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

ପ୍ରାୟ 300 ବିପନ୍ନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଦଳ । ସହରର ବିଭିନ୍ନ ଅଞ୍ଚଳରେ ଏବେ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ABOUT THE AUTHOR

...view details