ଆଇଜଲ: କୋରୋନା ବିସ୍ତାରକୁ ରୋକିବାକୁ ସବୁ ରାଜ୍ୟରେ ଚାଲିଛି ପ୍ରୟାସ । ସରକାର ଲୋକଙ୍କ ସୁରକ୍ଷା ପାଇଁ ମେଡିକାଲ ଉପକରଣ ଯୋଗାଇବା ସହ କିଭଳି ଶୀଘ୍ର କୋରୋନା ନାଶ କରାଯାଇପାରିବ ସେନେଇ ଚେଷ୍ଟା କରୁଛନ୍ତି । ତେବେ ଶନିବାର ଭାରତୀୟ ବାୟୁସେନା ଆଇଏଲ-76 ପରିବହନ ବିମାନ ମିଜୋରାମରେ ପହଞ୍ଚିଛି ।
22ଟନର ମେଡିକାଲ ସାମଗ୍ରୀ ନେଇ ମିଜୋରାମରେ ପହଞ୍ଚିଲା ବାୟୁସେନା ଆଇଏଲ-76 ବିମାନ - coronavirus
ମିଜୋରାମରେ ପହଞ୍ଚିଲା 22ଟନର ମେଡିକାଲ ସାମଗ୍ରୀ । ଭାରତୀୟ ବାୟୁସେନା ଆଇଏଲ-76 ପରିବହନ ବିମାନ ଦ୍ବାରା ପହଞ୍ଚିଲା ସାମଗ୍ରୀ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
ମିଜୋରାମ ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ କରିଛି ଏହି ବିମାନ । କୋଭିଡ-19 ର ମୁକାବିଲା ପାଇଁ ଚିକିତ୍ସା ସାମଗ୍ରୀ ଆଣି ଆସିଛି । ମିଜୋରାମ ଏବଂ ମେଘାଳୟ ପାଇଁ 22 ଟନ୍ ମେଡିକାଲ ସାମଗ୍ରୀ ନେଇ ଶନିବାର ସକାଳେ ଏହି ବିମାନ ଦିଲ୍ଲୀରୁ ବିମାନ ଉଡ଼ାଣ ଭରିଥିଲା ।
@ANI