ନୂଆଦିଲ୍ଲୀ: ଚୀନର ହୁବାଇରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଚାଇନାକୁ ଅନୁରୋଧ କରିଛି ଭାରତ । ହୁବାଇରେ ବ୍ୟାପିଥିବା କୋରୋନା ଭାଇରସର ବ୍ୟାପକତାକୁ ନେଇ ଅନୁରୋଧ କରିଛି ଭାରତ । ଭାରତର ବୈଦେଶିକ ସଚିବ ରବିଶ୍ କୁମାର ବେଜିଂରେ ଥିବା ଭାରତୀୟ ଦୂତାବାସ ଜରିଆରେ ଚାଇନାର ଅଧିକାରୀଙ୍କ ଯୋଗାଯୋଗ କରି ଆବଶ୍ୟକୀୟ କାଗଜପତ୍ର ବିଷୟରେ ଆଲୋଚନା କରିଛନ୍ତି ।
କୋରୋନା ଭୟ: ଚାଇନରୁ 2ଟି ବିମାନ ଯୋଗେ ଭାରତ ଆସିବେ ଭାରତୀୟ - 2ଟି ବିମାନ ଯୋଗେ ଭାରତ ଆସିବେ ଭାରତୀୟ
ଚୀନର ହୁବାଇରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଚାଇନାକୁ ଅନୁରୋଧ କରିଛି ଭାରତ । ହୁବାଇରେ ବ୍ୟାପିଥିବା କୋରୋନା ଭାଇରସର ବ୍ୟାପକତାକୁ ନେଇ ଅନୁରୋଧ କରିଛି ଭାରତ । ଆଗକୁ ପଢନ୍ତୁ...

ଫାଇଲ ଫଟୋ
ଦୁଇଟି ବିମାନ ଯୋଗେ ଭାରତୀୟଙ୍କୁ ହୁବାଇରୁ ଫେରାଇ ଆଣିବାକୁ ଭାରତ ଅନୁମତି ମାଗିଛି ବୋଲି ରବିଶ୍ କୁମାର ସୂଚନା ଦେଇଛନ୍ତି ।
PTI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ