ନୂଆଦିଲ୍ଲୀ: ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍ କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ । ଆଜି ଏହାର ଶୁଣାଣି ହେବାକୁ ଥିବାବେଳେ ପ୍ରଧାନ ବିଚାରପତିଙ୍କ ଅନୁପସ୍ଥିତ କାରଣରୁ ଶୁଣାଣି ଆସନ୍ତାକାଲି ହେବ ବୋଲି ଜଣାପଡିଛି ।
ଇଣ୍ଡିଆ ନା ଭାରତ, ଆସନ୍ତାକାଲି ହେବ ଶୁଣାଣି
ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍ କୋର୍ଟରେ ହୋଇଥିବା ଆବେଦନର ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ । ଆଜି ଏହାର ଶୁଣାଣି ହେବାକୁ ଥିବାବେଳେ ପ୍ରଧାନ ବିଚାରପତିଙ୍କ ଅନୁପସ୍ଥିତ କାରଣରୁ ଶୁଣାଣି ଆସନ୍ତାକାଲି ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...
ଇଣ୍ଡିଆ ନା ଭାରତ, ଶୁଣାଣି ଆଜି
ଇଣ୍ଡିଆ ବଦଳରେ ଭାରତ ନାମକରଣ କଲେ ଜାତୀୟତାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟରେ ଜଣେ ଆବେଦନକାରୀ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ।
Last Updated : Jun 2, 2020, 1:18 PM IST