ଓଡିଶା

odisha

ETV Bharat / bharat

କୋରୋନା କାଳ, ସୁସ୍ଥ ହାରରେ ବିଶ୍ବରେ ପ୍ରଥମ ସ୍ଥାନରେ ଭାରତ - ସୁସ୍ଥ ହାରରେ ବିଶ୍ବରେ ପ୍ରଥମ ସ୍ଥାନରେ ଭାରତ

ଦେଶରେ କୋରୋନା ସ୍ଥିତି ଭୟଙ୍କର । ପ୍ରତ୍ୟେକ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ କରି ଭାରତ ରେକର୍ଡ କରୁଥିବା ବେଳେ ଏବେ ସୁସ୍ଥହାରରେ ଆଉ ଏକ ରେକର୍ଡ ସ୍ଥାପନ କରିଛି । ବିଶ୍ବରେ କୋରୋନା ଦ୍ବାରା ପ୍ରଭାବିତ ହୋଇଥିବା ସବୁ ଦେଶକୁ ପଛରେ ପକାଇ ଭାରତ ଟପ୍ ସ୍ଥାନ ଅଧିକାର କରିଛି । ବର୍ତ୍ତମାନ ସୁଦ୍ଧା 43 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛି।

କୋରୋନା କାଳ, ସୁସ୍ଥ ହାରରେ ବିଶ୍ବରେ ପ୍ରଥମ ସ୍ଥାନରେ ଭାରତ
କୋରୋନା କାଳ, ସୁସ୍ଥ ହାରରେ ବିଶ୍ବରେ ପ୍ରଥମ ସ୍ଥାନରେ ଭାରତ

By

Published : Sep 21, 2020, 8:21 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଭୟଙ୍କର । ପ୍ରତ୍ୟେକ ଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ କରି ଭାରତ ରେକର୍ଡ କରୁଥିବା ବେଳେ ଏବେ ସୁସ୍ଥହାରରେ ଆଉ ଏକ ରେକର୍ଡ ସ୍ଥାପନ କରିଛି। ବିଶ୍ବରେ କୋରୋନା ଦ୍ବାରା ପ୍ରଭାବିତ ହୋଇଥିବା ସବୁ ଦେଶକୁ ପଛରେ ପକାଇ ଭାରତ ଟପ୍ ସ୍ଥାନ ଅଧିକାର କରିଛି । ବର୍ତ୍ତମାନ ସୁଦ୍ଧା 43 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛି ।

ସେଥିମଧ୍ୟରୁ ସାରା ବିଶ୍ବରେ ସୁସ୍ଥହାରକୁ ଆକଳନ କଲେ ଭାରତରେ 19 ପ୍ରତିଶତ ରହିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

କୋରୋନା କାଳ, ସୁସ୍ଥ ହାରରେ ବିଶ୍ବରେ ପ୍ରଥମ ସ୍ଥାନରେ ଭାରତ

ବର୍ତ୍ତମାନ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 54 ଲକ୍ଷ ପାର କରିଥିବାବେଳେ, ଏଥିରେ ମୋଟ 86 ହଜାର 752 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 43 ଲକ୍ଷ 3 ହଜାର 44 ଜଣ ସୁସ୍ଥ ହୋଇଥିବାବେଳେ, 10 ଲକ୍ଷ 10 ହଜାର 824 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details