ନୂ୍ଆଦିଲ୍ଲୀ: ସାରା ବିଶ୍ବ ବର୍ତ୍ତମାନ କୋରୋନା କାୟାରେ ଛଟପଟ। ତେବେ ଭାରତ ଏନେଇ ବିଭିନ୍ନ ଦେଶକୁ ଔଷଧ ରପ୍ତାନୀ କରିବା ନେଇ ପ୍ରତିଶୃତି ଦେଇଥିଲ । ତେବେ ଆଜି ପ୍ରଥମ ପର୍ଯ୍ୟାୟରେ 13 ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଲା ଭାରତ । ପ୍ରଥମ ପର୍ଯ୍ୟାୟରେ ଆମେରିକା, ସ୍ପେନ, ଜର୍ମାନୀ, ବ୍ରାଜିଲ, ବେହରିନ, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବୀପ, ବାଂଲାଦେଶ, ସିଚେଲ୍ସ, ମରୁଟିଅସ ଏବଂ ଡୋମିନିକାନକୁ ପଠାଯାଇଛି ।
ପ୍ରଥମ ପର୍ଯ୍ୟାୟରେ 13 ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଲା ଭାରତ - coronavirus
ପ୍ରଥମ ପର୍ଯ୍ୟାୟରେ 13 ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଲା ଭାରତ । ଏହି ସବୁ ଦେଶକୁ 14 ମିଲିଅନ ଟାବଲେଟ ପଠାଯାଇଛି । ଅଧିକ ପଢ଼ନ୍ତୁ...

ପ୍ରଥମ ପର୍ଯ୍ୟାୟରେ 13 ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଲା ଭାରତ
ସୂଚନା ଅନୁସାରେ, ଏହି ସବୁ ଦେଶକୁ 14 ମିଲିଅନ ଟାବଲେଟ ପଠାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ବାଂଲାଦେଶ 20 ଲକ୍ଷ ଟାବଲେଟ, ନେପାଳ 10, ଭୁଟାନ 2 ଲକ୍ଷ, ଶ୍ରୀଲଙ୍କା 10 ଲକ୍ଷ ଏବଂ ଜର୍ମାନୀ 50 ଲକ୍ଷ ଟାବଲେଟ ପାଇବ ।
@ANI