ନୂଆଦିଲ୍ଲୀ: ଏଥର ଆଇଆଇଟିରେ ଆଡମିଶନ ପାଇଁ କୋହଳ କଲେ କେନ୍ଦ୍ର ସରକାର । ଏଥର ନାମଲେଖା ବେଳେ ଯୁକ୍ତ ଦୁଇ ନମ୍ବରକୁ ବିଚାରକୁ ନିଆଯିବନି ।
ଚଳିତ ବର୍ଷ IITରେ ନାମଲେଖା ନିୟମ କୋହଳ କଲେ ସରକାର - ଚଳିତ ବର୍ଷ IITରେ ନାମଲେଖା ନିୟମ କୋହଳ
ଏଥର ଆଇଆଇଟିରେ ଆଡମିଶନ ପାଇଁ କୋହଳ କଲେ କେନ୍ଦ୍ର ସରକାର । ଏଥର ନାମଲେଖା ବେଳେ ଯୁକ୍ତ ଦୁଇ ନମ୍ବରକୁ ବିଚାରକୁ ନିଆଯିବନି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଚଳିତ ବର୍ଷ IITରେ ନାମଲେଖା ନିୟମ କୋହଳ କଲେ ସରକାର ଚଳିତ ବର୍ଷ IITରେ ନାମଲେଖା ନିୟମ କୋହଳ କଲେ ସରକାର](https://etvbharatimages.akamaized.net/etvbharat/prod-images/768-512-8068902-997-8068902-1595003705851.jpg)
ଚଳିତ ବର୍ଷ IITରେ ନାମଲେଖା ନିୟମ କୋହଳ କଲେ ସରକାର
ଜେଇଇ ଆଡଭାନ୍ସଡରେ ସଫଳ ହୋଇଥିଲେ ରାଙ୍କ ଅଧାରରେ ନାମଲେଖା ପାଇଁ ଅନୁମତି ମିଳିବ । ପୂର୍ବରୁ ଆଇଆଇଟିରେ ଆଡମିଶନ ପାଇଁ ଯୁକ୍ତ ଦୁଇରେ ୭୫% ନମ୍ବର ରଖିବା ବାଧ୍ୟତାମୂଳକ ଥିଲା ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଘୋଷଣା କରିଛନ୍ତି ।