ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଲେ ଆତଙ୍କବାଦୀ। ଟାର୍ଗେଟରେ ସିଆରପିଏଫ ଯବାନ । ପୁଲୱାମାର ଅବନ୍ତିପୋରାରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୧୨ ସିଆରପିଏଫ ଯବାନ ଶହୀଦ ହେବା ସହ ୪୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।
ବର୍ଷ ଆରମ୍ଭରୁ ବଡ ଆକ୍ରମଣ: 44 ଯବାନ ଶହୀଦ, ଏକାଧିକ ଗୁରୁତର - terrorists in JK
ଜମ୍ମୁ କାଶ୍ମୀରରେ ଆତଙ୍କ ଖେଳାଇଲେ ଆତଙ୍କବାଦୀ। ଟାର୍ଗେଟରେ ସିଆରପିଏଫ ଯବାନ । ପୁଲୱାମାର ଅବନ୍ତିପୋରାରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ 44 ସିଆରପିଏଫ ଯବାନ ଶହୀଦ ହେବା ସହ ଏକାଧିକ ଗୁରୁତର ଆହତ ହୋଇଛନ୍ତି ।
![ବର୍ଷ ଆରମ୍ଭରୁ ବଡ ଆକ୍ରମଣ: 44 ଯବାନ ଶହୀଦ, ଏକାଧିକ ଗୁରୁତର](https://etvbharatimages.akamaized.net/etvbharat/images/768-512-2449443-560-0d135189-238e-4040-9a07-4741d8d92f88.jpg)
ପ୍ରତୀକାତ୍ମକ ଫଟୋ
ଆକ୍ରମଣ ପାଇଁ ଜୈଶ-ଏ-ମହମ୍ମଦ (ଜୈଇଏମ) ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି । ଗୋରୀପୋରା ଅଞ୍ଚଳରେ ଆଇଇଡି ବ୍ଲାଷ୍ଟ ସାଙ୍ଗକୁ ହେଲା ଗୁଳିମାଡ । ପ୍ରାୟ ୧୨ଟି ଗାଡିରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଯିବା ସମୟରେ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।
ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Last Updated : Feb 15, 2019, 5:18 AM IST