ଓଡିଶା

odisha

By

Published : Sep 20, 2019, 8:09 PM IST

ETV Bharat / bharat

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ

ଭାରତୀୟ ବାୟୁସେନାକୁ ହସ୍ତାନ୍ତର ହୋଇଛି ପ୍ରଥମ ରାଫେଲ ବିମାନ । ଅଧିକ ଜାଣନ୍ତୁ :

ଫାଇଲ ଫଟୋ


ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଛି ପ୍ରଥମ ରାଫେଲ ଯୁଦ୍ଧବିମାନ । ଗତକାଲି ଫ୍ରାନ୍ସର ଡାସଲ୍ଟ ଆଭିଏସନ ଭାରତୀୟ ବାୟୁସେନାକୁ ପ୍ରଥମ ରାଫେଲ ଯୁଦ୍ଧବିମାନ ହସ୍ତାନ୍ତର କରିଛି ।

ଡେପୁଟି ଏୟାରଫୋର୍ସ ଚିଫ ଏୟାର ମାର୍ଶାଲ ଭିଆର ଚୌଧୁରୀ ରାଫେଲ ଯୁଦ୍ଧବିମାନର ପ୍ରଥମ ଉଡାଣ କରିଛନ୍ତି । ସେ ପ୍ରାୟ ଏକ ଘଣ୍ଟା ଧରି ରାଫେଲକୁ ଉଡାଇଛନ୍ତି ।

ABOUT THE AUTHOR

...view details