ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟର ଦାୟୀଦ୍ବ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଅଧିକାରୀକ ବିଦେଶ ଯାତ୍ରାରେ ଓମାନ ପହଞ୍ଚିଛନ୍ତି ଏୟାର ମାର୍ଶଲ ରାକେଶ ସିଂହ ଭଦୋରିଆ । ସେଠାରେ ସେ ପୂର୍ବ କ୍ଷେତ୍ରର ଦ୍ବିପାକ୍ଷିକ ବାୟୁ ଯୁଦ୍ଧାଭ୍ୟାସର ସମୀକ୍ଷା କରିଛନ୍ତି ।
ଓମାନରେ ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ, ଯୁଦ୍ଧାଭ୍ୟାସର କଲେ ସମୀକ୍ଷା - ଓମାନେରେ ବାୟୁସେନା ପ୍ରମୁଖ ରାକେଶ ଭଦୋରିଆ
ବାୟୁସେନା ମୁଖ୍ୟର ଦାୟିଦ୍ବ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଅଧିକାରୀକ ବିଦେଶ ଯାତ୍ରାରେ ଓମାନ ପହଞ୍ଚିଛନ୍ତି ଏୟାର ମାର୍ଶଲ ରାକେଶ ସିଂହ ଭଦୋରିଆ ।
![ଓମାନରେ ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ, ଯୁଦ୍ଧାଭ୍ୟାସର କଲେ ସମୀକ୍ଷା](https://etvbharatimages.akamaized.net/etvbharat/prod-images/768-512-4866964-thumbnail-3x2-rakesh.jpg)
ଫଟୋ ସୌଜନ୍ୟ: ଏଏନଆଇ
ଏହି ଯୁଦ୍ଧାଭ୍ୟାସରେ ଓମାନର ଯୁଦ୍ଧ ବିମାନ ଟାଇଫୁନର ସାମ୍ନା କରିବା ପାଇଁ ଭାରତ ନିଜର ଏଫ-16 ଏବଂ ହକ ବିମାନ ସହ ମିଗ-29 କୁ ମୈଦାନକୁ ଓହ୍ଲାଇଛି । ତେବେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯୁଦ୍ଧାଭ୍ୟାସ ସହ ଜଡିତ କିଛି ଫଟୋ ମଧ୍ୟ ଜାରି କରାଯାଇଛି ।
TAGGED:
iaf chief rks bhadauria