ହାଇଦ୍ରାବାଦ: ଚୀନ ଓ ନେପାଳ ସୀମାରେ ଚାଲିଥିବା ଟେନସନ ମଧ୍ୟରେ ସ୍ବଦେଶୀ ବିମାନ ତେଜସର ଦ୍ବିତୀୟ ସ୍କ୍ବାଡ୍ରନ ବାୟୁସେନାରେ ସାମିଲ ହୋଇସାରିଛି । ଏହି ସ୍କ୍ବାଡ୍ରନକୁ ଫ୍ଲାଇଙ୍ଗ୍ ବୁଲେଟର ନାଁ ଦିଆଯାଇଛି । ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୋରିଆ ସୁଲୁର ଏୟାରବେସରୁ ଏହାର ଶୁଭାରମ୍ଭ କରିଛନ୍ତି । ବାୟୁସେନା ମୁଖ୍ୟ ନିଜେ ତେଜସରେ ବସି ଉଡାଣ ଭରିଥିଲେ ।
ତେଜସ ଉଡାଇଲେ ବାୟୁସେନା ମୁଖ୍ୟ - RKS Bhadauria flew the Light Combat Aircraft Tejas
ବାୟୁସେନା ମୁଖ୍ୟ ଭଦୋରିଆ 45 ସ୍କ୍ବାଡ୍ରନ ସହିତ ସୁଲୁର ଏୟାରବେସରୁ ହାଲୁକା ସ୍ବଦେଶୀ ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ଚୀନ ଓ ନେପାଳ ସୀମାରେ ଚାଲିଥିବା ଟେନସନ ମଧ୍ୟରେ ସ୍ବଦେଶୀ ବିମାନ ତେଜସର ଦ୍ବିତୀୟ ସ୍କ୍ବାଡ୍ରନ ବାୟୁସେନାରେ ସାମିଲ ହୋଇସାରିଛି । ଅଧିକ ପଢନ୍ତୁ...
ତେଜସ ଉଡାଇଲେ ବାୟୁସେନା ମୁଖ୍ୟ
ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୋରିଆ 45 ସ୍କ୍ବାଡ୍ରନ ସହିତ ସୁଲୁର ଏୟାରବେସରୁ ହାଲୁକା ସ୍ବଦେଶୀ ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ବାୟୁସେନା ମୁଖ୍ୟ ମାର୍ଶାଲ ଆର.କେ ଭଦୋରିଆ ବର୍ତ୍ତମାନ ସୁଦ୍ଧା 28ରୁ ଉର୍ଦ୍ଧ୍ବ ଯୁଦ୍ଧ ବିମାନ ଓ ପରିବହନ ବିମାନର ଉଡାଇ ସାରିଛନ୍ତି ।
@ANI
TAGGED:
ତେଜସ ଉଡାଇଲେ ବାୟୁସେନା ମୁଖ୍ୟ