ବେଙ୍ଗାଲୁରୁ: ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିବେ କର୍ଣ୍ଣାଟକ ବିଜେପି ରାଜ୍ୟ ଅଧ୍ୟକ୍ଷ ବିଏସ ୟଦୁରପ୍ପା ।
କୁମାରସ୍ବାମୀଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିବେ ୟଦୁରପ୍ପା - BS Yeddyurappa
15ରୁ ଊର୍ଦ୍ଧ୍ବ ଜେଡିଏସ ଓ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାରୁ କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଓହରିବାକୁ ଅନୁରୋଧ କରିବେ କର୍ଣ୍ଣାଟକ ବିଜେପି ରାଜ୍ୟ ଅଧ୍ୟକ୍ଷ ବିଏସ ୟଦୁରପ୍ପା ।
ଫଟୋ ସୌଜନ୍ୟ: ଏଏନଆଇ
15ରୁ ଊର୍ଦ୍ଧ୍ବ ଜେଡିଏସ ଓ କଂଗ୍ରେସ ବିଧାୟକ ସମେତ 2 ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ଏହା ବିଜେପି ପ୍ରତି ବିଦ୍ରୋହୀ ବିଧାୟକଙ୍କ ସମର୍ଥନର ପ୍ରତିଫଳନ ବୋଲି ୟେଦୁରପ୍ପା କହିଛନ୍ତି ।