ନୂଆଦିଲ୍ଲୀ: ଅଟୋରେ ଆଇ ଲଭ ୟୁ କେଜ୍ରିୱାଲ ଷ୍ଟିକର ନେଇ ହାଇକୋର୍ଟରେ ଯାଚିକା ଦାୟର । ଏହାସହ ଦିଲ୍ଲୀ ସରକାରଙ୍କ ସମେତ ଦିଲ୍ଲୀ ପୋଲିସ ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରାଯାଇଛି ।
ଅଟୋରେ ଆଇ ଲଭ ୟୁ କେଜ୍ରିୱାଲ ଷ୍ଟିକର, ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ - High court sent notice
ଅଟୋରେ ଆଇ ଲଭ ୟୁ କେଜ୍ରିୱାଲ ଷ୍ଟିକର ନେଇ ହାଇକୋର୍ଟରେ ଯାଚିକା ଦାୟର । ଏପଟେ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ । ଅଧିକ ପଢନ୍ତୁ...
ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟ ନୋଟିସ
ମାର୍ଚ୍ଚ 3 ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଏତିକି ନୁହେଁ ଅଟୋ ଚାଳକ ନାମରେ ଦଶ ହଜାର ଟଙ୍କାର ଚାଲାଣ କାଟିଛନ୍ତି ଟ୍ରାଫିକ ପୋଲିସ। କେଉଁ ଟ୍ରାଫିକ ନିୟମ ଅନୁସାରେ ଏହି ଷ୍ଟିକର ଲଗାଯାଇଥିବା ଅଟୋ ଚାଳକଙ୍କ ଚାଲାଣ କଟାଯାଇଛି ଏନେଇ ଯାଚିକାରେ ପ୍ରଶ୍ନ କରାଯାଇଛି।