ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତାକାଲି ସକାଳ 10.30 ରେ ପହଞ୍ଚି ପ୍ରଥମେ ପୂର୍ବାଞ୍ଚଳ ଜୋନାଲ ବୈଠକ ଏବଂ ଅପରାହ୍ନ 4ଟାରେ ବରମୁଣ୍ଡାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗ ଦେବେ ଅମିତ ଶାହା । ପରେ ଶନିବାର ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବ। ସହ ଭୁବନେଶ୍ବର ଆସି ଲିଙ୍ଗରାଜ ଦର୍ଶନ କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ତେବେ ଆସନ୍ତୁ ନଜର ପକାଇବା ଅମିତ ଶାହଙ୍କ ଗସ୍ତର କାର୍ଯ୍ୟସୂଚୀ ଉପରେ...