ଚଣ୍ଡିଗଡ: ମଦ ହୋମ ଡେଲିଭେରୀ ନେଇ ପଞ୍ଜାବର କଂଗ୍ରେସ କାଉନସିଲର ତଥା ମନ୍ତ୍ରୀ ବି.ବି ଅଶୁଙ୍କ ପତ୍ନୀ ମମତା ଆଶୁ ରଖିଛନ୍ତି ମନ୍ତବ୍ୟ । ଯଦି ମଦ ହୋମ ଡେଲିଭରି କରାଯାଏ ଏହାର ସିଧାସଳଖ ଘରେ ଥିବା ଛୋଟ ପିଲା ଏବଂ ବୃଦ୍ଧଙ୍କ ଉପରେ ପଡିବ ।
ଛୋଟପିଲା ଏବଂ ବୃଦ୍ଧଙ୍କ ଉପରେ ଖରାପ ପ୍ରଭାବ ପକାଇବ ମଦ ହୋମ ଡେଲିଭରି - punjab minister wife
ଛୋଟପିଲା ଏବଂ ବୃଦ୍ଧଙ୍କ ଉପରେ ଖରାପ ପ୍ରଭାବ ପକାଇବ ମଦ ହୋମ ଡେଲିଭରି । ଏଭଳି ମନ୍ତବ୍ୟ ଦେଇଛନ୍ତି ପଞ୍ଜାବ ମନ୍ତ୍ରୀଙ୍କ ପତ୍ନୀ । ଅଧିକ ପଢନ୍ତୁ...

ଛୋଟପିଲା ଏବଂ ବୃଦ୍ଧଙ୍କ ଉପରେ ଖରାପ ପ୍ରଭାବ ପକାଇବ ମଦ ହୋମଡେଲିଭେରୀ
ଘରେ ଥିବା ମହିଳାମାନେ ମଧ୍ୟ ଏହାଦ୍ବାରା ଅଧିକ ପ୍ରଭାବିତ ହେବେ । 2017 ନିର୍ବାଚନରେ ଆମେ ନିଶା ମୁକ୍ତ ପଞ୍ଜାବ ନେଇ ଲଢିଥିଲୁ । କିନ୍ତୁ ବର୍ତ୍ତମାନ ନିଶାଦ୍ରବ୍ୟ ଘରେ ଯୋଗାଇବା ନେଇ କେତେ ଦୂର ସଠିକ ସେନେଇ ସରକାର ବିଚାର କରିବେ । ମୋର ଦୃଢ ବିଶ୍ବାସ ରହିଛି ଯେ, ସରକାର ଏହା ଉପରେ ନିଶ୍ଚୟ ଦୃଷ୍ଟି ଦେବେ ବୋଲି କହିଛନ୍ତି ମମତା କହିଛନ୍ତି ।
@ANI