ଓଡିଶା

odisha

ETV Bharat / bharat

ଦକ୍ଷିଣ ଭାରତରେ ବର୍ଷା ଜାରି, ସୋମବାର ତାମିଲନାଡୁରେ ସମସ୍ତ ସ୍କୁଲ ବନ୍ଦ - heavy rainfall in tamilnadu

ତାମିଲନାଡୁ ଓ ପୁଦୁଚେରୀରେ ପ୍ରବଳ ବର୍ଷା ଜାରି । ଆସନ୍ତାକାଲି (ସୋମବାର) ସମସ୍ତ ସ୍କୁଲ ବନ୍ଦ।

heavy rainfall in tamilnadu
ଦକ୍ଷିଣ ଭାରତରେ ବର୍ଷା ଜାରି, ସୋମବାର ତାମିଲନାଡୁରେ ସମସ୍ତ ସ୍କୁଲ ବନ୍ଦ

By

Published : Dec 1, 2019, 11:18 PM IST

ହାଇଦ୍ରାବାଦ: ତାମିଲନାଡୁ ଓ ପୁଦୁଚେରୀରେ ପ୍ରବଳ ବର୍ଷା ଜାରି । ଆସନ୍ତାକାଲି (ସୋମବାର) ସମସ୍ତ ସ୍କୁଲ ବନ୍ଦ । ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଦୁଚେରୀରେ ସମସ୍ତ ସ୍କୁଲ ବନ୍ଦ କରିଛନ୍ତି ସରକାର।

ତାମିଲନାଡୁ ଓ ପୁଦୁଚେରୀରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଖିରେ ରଖି ସୋମବାର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। ଏହା ସହିତ ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ପାଖାପାଖି 800 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ABOUT THE AUTHOR

...view details