ହାଇଦ୍ରାବାଦ: ସମୟ ଅପରାହ୍ନ 3ଟା 30 । ହୃତପିଣ୍ଡ ନେଇ ଟ୍ରାକରେ ଗଡିଲା ହାଇଦ୍ରାବାଦ ମେଟ୍ରୋ । ଇତିହାସରେ ପ୍ରଥମ ଥର ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ କରାଗଲା ଗ୍ରୀନ କରିଡର । ରାସ୍ତାରେ ଟ୍ରାଫିକ ଜାମକୁ ଏଡାଇବା ପାଇଁ ହାର୍ଟ ଟ୍ରାନ୍ସପୋର୍ଟ କଲା ମେଟ୍ରୋ ।
ଇତିହାସରେ ପ୍ରଥମ, ହାର୍ଟ ଟ୍ରାନ୍ସପୋର୍ଟ କଲା ହାଇଦ୍ରାବାଦ ମେଟ୍ରୋ - Heart trasportation
ଇତିହାସରେ ପ୍ରଥମ ଥର ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ କରାଗଲା ଗ୍ରୀନ କରିଡର । ରାସ୍ତାରେ ଟ୍ରାଫିକ ଜାମକୁ ଏଡାଇବା ପାଇଁ ହାର୍ଟ ଟ୍ରାନ୍ସପୋର୍ଟ କଲା ମେଟ୍ରୋ ।
ଇତିହାସରେ ପ୍ରଥମ, ହାଇଦ୍ରାବାଦ ମେଟ୍ରୋରେ ସ୍ଥାନାନ୍ତର ହେଲା ହାର୍ଟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ