ଓଡିଶା

odisha

ETV Bharat / bharat

ବିବାହ କଲେ ଏଚ୍ କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡଙ୍କ ନାତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ କୁମାରସ୍ୱାମୀଙ୍କ ପୁଅ ଅଭିନେତା ନିଖିଲ କୁମାରସ୍ୱାମୀ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

By

Published : Apr 17, 2020, 1:18 PM IST

Kumaraswamy's son Nikhil got married
ବିବାହ କଲେ ଏଚ୍ କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ

ବେଙ୍ଗାଲୁରୁ: ବିବାହ ବନ୍ଧନରେ ବାନ୍ଧି ହେଲେ ଏଚଡି କୁମାରସ୍ୱାମୀଙ୍କ ପୁଅ । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡଙ୍କ ନାତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ କୁମାରସ୍ୱାମୀଙ୍କ ପୁଅ ଅଭିନେତା ନିଖିଲ କୁମାରସ୍ୱାମୀ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କୋରୋନାକୁ ନେଇ ଦେଶବ୍ୟାପୀ ଲକଡାଉନ ଲାଗୁ ହୋଇଥିବା ସତ୍ତ୍ବେ ଅଭିନେତା ନିଖିଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ତାଙ୍କ ଫାର୍ମହାଉସରେ ଏହି ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ସମାରୋହରେ କେବଳ ପରିବାର ସଦସ୍ୟଙ୍କ ସହିତ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ ।

ABOUT THE AUTHOR

...view details