ଥାନେ: ହାଥରସ ଘଟଣାକୁ ନେଇ ଚାରିଆଡେ ନ୍ୟାୟ ପାଇଁ ଦାବି ଜୋର ଧରିଛି । ପ୍ରଶ୍ନ ଘେରକୁ ଆସିଛନ୍ତି ଖୋଦ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର । ବିରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଚଳାଇଛନ୍ତି ଜୋରଦାର ପ୍ରଦର୍ଶନ । ଏପରିସ୍ଥିତିରେ ଥାନେରେ ରହୁଥିବା ହାଥରସ ପୀଡିତାଙ୍କ ଦାଦା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ ।
ଯୋଗୀଙ୍କୁ ହାଥରସ ପୀଡିତା ଦାଦାଙ୍କ ଚ୍ୟାଲେଞ୍ଜ, 50 ଲକ୍ଷ ନେଇ ମୁଖ୍ୟମନ୍ତ୍ରୀ ପଦ ଛାଡ - Hathras victim
ହାଥରସ ପୀଡିତାଙ୍କ ଦାଦା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ । 50 ଲକ୍ଷ ଟଙ୍କା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ପୀଡିତାଙ୍କ ଦାଦା । ଅଧିକ ପଢନ୍ତୁ...
ଯୋଗୀଙ୍କୁ ହାଥରସ ପୀଡିତାଙ୍କ ଦାଦାଙ୍କ ଚ୍ୟାଲେଞ୍ଜ, 50 ଲକ୍ଷ ନେଇ ମୁଖ୍ୟମନ୍ତ୍ରୀ ପଦ ଛାଡ
ଯୋଗୀଙ୍କୁ ହାଥରସ ପୀଡିତାଙ୍କ ଦାଦାଙ୍କ ଚ୍ୟାଲେଞ୍ଜ, 50 ଲକ୍ଷ ନେଇ ମୁଖ୍ୟମନ୍ତ୍ରୀ ପଦ ଛାଡ
50 ଲକ୍ଷ ଟଙ୍କା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ପୀଡିତାଙ୍କ ଦାଦା । ଘଟଣାକୁ ନେଇ ବେଶ ଦୁଃଖିତ ଅଛନ୍ତି ପୀଡିତାଙ୍କ ଦାଦା । ଯୋଗୀ ସରକାର ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଉପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ