ଓଡିଶା

odisha

By

Published : Feb 16, 2020, 1:17 AM IST

ETV Bharat / bharat

ହରିୟାଣା ସରକାରରେ 35 ଆଇପିଏସଙ୍କ ବଦଳି

ହରିୟାଣା ସରକାର ରାଜ୍ୟର 35 ଭାରତୀୟ ପୋଲିସ ସେବା ଅଫିସରଙ୍କ ବଦଳି କରାଇଛନ୍ତି । ଅଧିକ ପଢନ୍ତୁ...

Haryana Government has issued transfer and posting orders of 35 Indian Police Service
ହରିୟାଣା ସରକାରରେ 35 ଆଇପିଏସଙ୍କ ବଦଳି

ଚଣ୍ଡିଗଡ: ହରିୟାଣା ସରକାର ରାଜ୍ୟର 35 ଭାରତୀୟ ପୋଲିସ ସେବା ଅଫିସରଙ୍କ ବଦଳି କରାଇଛନ୍ତି । ଏହା ସହ 7ଜଣ ହରିୟାଣା ପୋଲିସ ସେବାର ଅଫିସରଙ୍କୁ ବଦଳି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏତେ ଜଣ ଅଫିସରଙ୍କୁ ବଦଳି କରାଯିବାର କାରଣ ଜଣାପଡିନାହିଁ ।

ABOUT THE AUTHOR

...view details