ଓଡିଶା

odisha

By

Published : Jan 12, 2020, 12:31 PM IST

ETV Bharat / bharat

ସାଂସଦ ସନ୍ନି ଦେଓଲ ନିଖୋଜ !

ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର । ଗୁରୁଦାସପୁର ସାଂସଦ ସନ୍ନି ଦେଓଲ ନିର୍ବାଚନୀ ବିଜୟ ପରେ ସେ ଥରେ ବି ଲୋକଙ୍କ ସୁବିଧା ବୁଝି ନଥିବା ଅଭିଯୋଗ ହୋଇଛି । ଆଗକୁ ପଢନ୍ତୁ...

sunny deol missing poster
ଶନି ଦେଓଲଙ୍କ ନିଖୋଜ ପୋଷ୍ଟର

ଚଣ୍ଡିଗଡ: ପଠାନକୋଟରେ ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର । ନିର୍ବାଚନରେ ବିଜୟୀ ହେବା ପରେ ସେ ଥରେ ବି ଜନତାଙ୍କ ନିକଟକୁ ଆସିନାହାଁନ୍ତି । ସେନେଇ ଲୋକେ ନିଖୋଜ ପୋଷ୍ଟର ଲଗାଇ କରିଛନ୍ତି ପ୍ରତିବାଦ ।

ଶନି ଦେଓଲଙ୍କ ନିଖୋଜ ପୋଷ୍ଟର

ପଠାନକୋଟର ରାସ୍ତାଘାଟ ସମେତ ରେଳ ଷ୍ଟେସନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ନିର୍ବାଚନ ପରେ ଗୁରୁଦାସପୁର ସାଂସଦ ସନ୍ନି ଆଉ ଜନତାଙ୍କ ସୁବିଧା ଅସୁବିଧା ବୁଝୁନାହାଁନ୍ତି । ସେନେଇ ଆଜି ସ୍ଥାନୀୟ ଜନତା କଟାକ୍ଷ କରି ଲଗାଇଛନ୍ତି ଏହି ନିଖୋଜ ପୋଷ୍ଟର ।

ABOUT THE AUTHOR

...view details