ଓଡିଶା

odisha

ETV Bharat / bharat

ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ମାଡ, ଯବାନ ଆହତ - pulwama

ପୁଲୱାମାର ତ୍ରାଲ ଅଞ୍ଚଳରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Apr 17, 2019, 9:42 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୁଲୱାମାର ତ୍ରାଲ ଅଞ୍ଚଳରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଘଟଣାରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି ।

ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦି କରିବା ସହ ଆତଙ୍କବାଦୀଙ୍କୁ କାବୁ କରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details