ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରର ଲାଲଚୌକ ସ୍ଥିତ ପ୍ରତାପ ପାର୍କରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଏ ଘଟଣାରେ 2 ଯବାନ ଏବଂ 2 ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।
ସିଆରପିଏଫ ଉପରେ ଗ୍ରେନେଡ ଆକ୍ରମଣ, 4 ଆହତ
ଶ୍ରୀନଗରର ଲାଲଚୌକ ସ୍ଥିତ ପ୍ରତାପ ପାର୍କରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଘଟଣାରେ 2 ଜଣ ଯବାନ ଏବଂ 2 ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ଗ୍ରେନେଡ ମାଡ
ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ମଧ୍ୟ ଆତଙ୍କବାଦୀ ଅଧିକାଂଶ ସମୟରେ ସକ୍ରିୟ ରହୁଛନ୍ତି।