ହଜ୍ ଯାତ୍ରୀଙ୍କ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହାୟତା ଘୋଷଣା - ଆନ୍ଧ୍ରପ୍ରଦେଶ ସରକାରଙ୍କ ସହାୟତା ଘୋଷଣା
ହଜ ଯାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର।
ଫଟୋ ସୌଜନ୍ୟ: ଏଏନଆଇ
ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ହଜ୍ ଯାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏନେଇ ସରକାର ନିର୍ଦ୍ଦେଶନାମା ଜାରିହୋଇଛି। 3ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ହଜଯାତ୍ରୀଙ୍କ ପାଇଁ 30 ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ 3ଲକ୍ଷରୁ କମ ଆୟକାରୀଙ୍କ ପାଇଁ 60 ହଜାର ଟଙ୍କା ପ୍ରଦାନ କରାଯିବ।