ଓଡିଶା

odisha

By

Published : Apr 13, 2020, 12:53 PM IST

ETV Bharat / bharat

‘ବୈଦେଶିକ ସ୍ବାର୍ଥକୁ ଭାରତରୁ ଦୂରେଇ ରଖିବାକୁ ଅନୁରୋଧ’

ଅର୍ଥନୈତିକ ମନ୍ଥରତା ଭାରତୀୟ କର୍ପୋରେଟଙ୍କୁ ଦୁର୍ବଳ କରିଦେଇଛି ଓ ସରକାର କୋରୋନା ସଙ୍କଟ ସହ ଲଢୁଥିବା ବେଳେ କୌଣସି ବିଦେଶୀ ସ୍ବାର୍ଥ ନିୟନ୍ତ୍ରଣ ନକରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

Govt musn't allow foreign interests
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଅର୍ଥନୈତିକ ମନ୍ଥରତା ଭାରତୀୟ କର୍ପୋରେଟଙ୍କୁ ଦୁର୍ବଳ କରିଦେଇଛି ଓ ସରକାର କୋରୋନା ସଙ୍କଟ ସହ ଲଢୁଥିବା ବେଳେ କୌଣସି ବିଦେଶୀ ସ୍ବାର୍ଥ ନିୟନ୍ତ୍ରଣ ନକରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଷ୍ଟକ୍ ମାର୍କେଟରେ ଅବନତି ପରେ କେତେକ ବିଦେଶୀ ଅନୁଷ୍ଠାନ ଭାରତୀୟ କମ୍ପାନୀର ଅଂଶ କିଣୁଥିବାର ଖବର ଆସିବା ପରେ ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି । ପ୍ରକାଶଥାଉକି, ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଭାରତର ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଠାରୁ 1.01 ପ୍ରତିଶତ ଷ୍ଟକ୍ କିଣିବା ନେଇ ରିପୋର୍ଟ ଆସିଥିଲା ।

@PTI

ABOUT THE AUTHOR

...view details