ନୂଆଦିଲ୍ଲୀ: ଟିକଟକ୍ ସମେତ ଚାଇନାର 59ଟି ପ୍ରମୁଖ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଏହିପରି ଆଉ କିଛି ଆପ ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ରହିଛି। ତେବେ ହେଲୋ ଲାଇଟ୍, ସେୟାରଇଟ୍ ଲାଇଟ୍, ବିଗୋ ଲାଇଟ୍ ଏବଂ ଭିଏଫୱାଇ ଲାଇଟ୍ ପରି ଆପକୁ ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋର୍ରୁ ହଟାଇ ଦିଆଯାଇଥିବା ଏକ ସୂତ୍ରରୁ ପ୍ରକାଶ।
ଅନ୍ୟାନ୍ୟ ଚାଇନିଜ୍ ଆପରେ ସରକାର ପ୍ରତିବନ୍ଧକ ଲଗାଇବା ସମ୍ଭାବନା ଅଛି: ରିପୋର୍ଟ - ଚୀନଟ
ଟିକଟକ୍ ସମେତ ଚାଇନାର 59ଟି ପ୍ରମୁଖ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଏହିପରି ଆଉ କିଛି ଆପ ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ରହିଛି।

ଅନ୍ୟ ଚାଇନିଜ୍ ଆପ୍ ଉପରେ ସରକାର ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ଅ
ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାର ଚାଇନା ବାଣିଜ୍ୟ ଉପରେ କଠୋର ପଦକ୍ଷେପ ନେଇଛନ୍ତି । ଚାଇନାର 59ଟି ଆପ ବ୍ୟାନ ପରେ ଚାଇନା ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡିଛି । ଏହାମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ସାରା ଦେଶରେ ରାଜପଥ ନିର୍ମାଣରେ ଚୀନ ସହ କୌଣସି ଚୁକ୍ତି ହୋଇନାହିଁ ।