ଚେନ୍ନାଇ: ମହାରାଷ୍ଟ୍ର ପରେ ଲକଡାଉନ ଅବିଧି ବୃଦ୍ଧି କଲା ତାମିଲନାଡୁ । ଲକଡାଉନ 4 ର ଗାଇଡଲାଇନ ଆସିବା ପୂର୍ବରୁ ତାମିଲନାଡୁ ସରକାର ଲକଡାଉନ ଅବଧି ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ପରେ ଲକଡାଉନ ଅବଧି ବୃଦ୍ଧି କଲା ତାମିଲନାଡୁ - Government of Tamil Nadu extends #COVID19 lockdown
ମହାରାଷ୍ଟ୍ର ପରେ ଲକଡାଉନ ଅବିଧି ବୃଦ୍ଧି କଲା ତାମିଲନାଡୁ । ଲକଡାଉନ 4 ର ଗାଇଡଲାଇନ ଆସିବା ପୂର୍ବରୁ ତାମିଲନାଡୁ ସରକାର ଲକଡାଉନ ଅବଧି ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ପରେ ଲକଡାଉନ ଅବଧି ବୃଦ୍ଧି କଲା ତାମିଲନାଡୁ
ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ନିଆଯାଉଛି ଉନ୍ନତମୂଳକ ପଦକ୍ଷେପ । ମେ 17ରେ ଲକଡାଉନ 3 ର ଅବଧି ସରୁଥିବା ବେଳେ ଏପର୍ଯ୍ୟନ୍ତ ଲକଡାଉନ 4 ର ଗାଇଡଲାଇନ ଆସିନାହିଁ । ସେପଟେ କିଛି ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ମହାରାଷ୍ଟ୍ର ସରକାର ଲକଡାଉନ ଅବଧି ବୃଦ୍ଧି କରିଥିବା ବେଳେ ଏବେ ତାମିଲନାଡୁ ସରକାର ଲକଡାଉନର ସମୟସୀମା ପୁଣି ବୃଦ୍ଧି କରିଛନ୍ତି ।
TAGGED:
#COVID19 lockdown