ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ରୋଗୀଙ୍କୁ ଦିଆଯିବ ଟେଲିମେଡିସିନ୍ - tele medicine

କର୍ଣ୍ଣାଟକରେ ରୋଗୀ ମାନଙ୍କୁ ଟେଲି ମେଡିସିନ୍ ପାଇଁ 21 ଦିନ ଅନୁମତି ଦେଇଛନ୍ତି ସରକାର। ଅଧିକ ପଢନ୍ତୁ...

medicine
କର୍ଣ୍ଣାଟକରେ ରୋଗୀଙ୍କୁ ଦିଆଯିବ ଟେଲି ମେଡିସିନ୍

By

Published : Mar 26, 2020, 11:09 PM IST

ବେଙ୍ଗାଲୁରୁ: ସାରା ଦେଶକୁ ଲକଡାଉନ କରାଯାଇଛି । ଏହି ପରିପ୍ରେକ୍ଷିରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେବା ନେଇ ଦୋକାନ ମାନ ସୀମିତ ସମୟ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।

କର୍ଣ୍ଣାଟକରେ ରୋଗୀଙ୍କୁ ଦିଆଯିବ ଟେଲି ମେଡିସିନ୍

ତେବେ ଅନ୍ୟ ସାମଗ୍ରୀ ଭିତରେ ମେଡିସିନ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଟେ ଯାହାକୁ ନେଇ କର୍ଣ୍ଣାଟକ ସରକାର ଟେଲି ମେଡିସିନ୍ ପାଇଁ 21 ଦିନ ଅନୁମତି ଦେଇଛନ୍ତି । ଟେଲିଫୋନ୍ ମାଧ୍ୟମରେ ଘରେ ଡାକ୍ତରଙ୍କ ପରାମର୍ଶ କରାଯାଇପାରିବ। କିନ୍ତୁ ଜଣେ ଡାକ୍ତର କୌଣସି ଇଞ୍ଜେକସନ୍, ଡ୍ରପ୍ ଦେଇପାରିବେ ନାହିଁ |

ତେବେ ରୋଗୀଙ୍କ ପାଇଁ ଟେଲିମେଡିସିନ୍ ଅଧିକ ସହାୟକ ହେଉଥିବାବେଳେ ରୋଗୀମାନେ ଅଧିକ ଔଷଧ ପାଇଁ ଡାକ୍ତରଙ୍କ ସହିତ ପୂର୍ବ ଚେକଅପ୍ ସୂଚନା ଏବଂ ସ୍କାନିଂ ରିପୋର୍ଟ ଦେଖାଇ ନେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details