ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ ଗୁଗୁଲ୍ କ୍ରୋମରେ ଏକ ନୂତନ ଟ୍ୟାବ୍ ଗ୍ରୁପିଂ ବୈଶିଷ୍ଟ୍ୟ ଆଡ୍ କରାଯାଇଥିବା କମ୍ପାନୀ ଘୋଷଣା କରିଛି। ଯଦି ଆପଣ ବର୍ତ୍ତମାନ ଏହି ଫିଚରକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହା ଗୁଗୁଲ୍ ବିଟାରେ ଉପଲବ୍ଧ ।
କ୍ରୋମରେ ଟ୍ୟାବ୍ ଗ୍ରୁପିଂ ଫିଚର୍ ଆଡ୍ କଲା ଗୁଗୁଲ୍ - କ୍ରୋମରେ ଟ୍ୟାବ୍ ଗ୍ରୁପିଂ ଫିଚର୍
ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ ଗୁଗୁଲ୍ କ୍ରୋମରେ ଏକ ନୂତନ ଟ୍ୟାବ୍ ଗ୍ରୁପିଂ ବୈଶିଷ୍ଟ୍ୟ ଆଡ୍ କରାଯାଇଥିବା କମ୍ପାନୀ ଘୋଷଣା କରିଛି। ଯଦି ଆପଣ ବର୍ତ୍ତମାନ ଏହି ଫିଚରକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହା ଗୁଗୁଲ୍ ବିଟାରେ ଉପଲବ୍ଧ ।
କ୍ରୋମରେ ଟ୍ୟାବ୍ ଗ୍ରୁପିଂ ଫିଚର୍ ଆଡ୍ କଲା ଗୁଗୁଲ୍
ଏହା ଆସନ୍ତା ସପ୍ତାହରେ କ୍ରୋମର ଡେସ୍କଟପ୍ ସଂସ୍କରଣରେ ଦେଖିବାକୁ ମିଳିବ। ୟୁଜର୍ସ ଟ୍ୟାବ୍ ଉପରେ ରାଇଟ୍ କ୍ଲିକ୍ କରି ଗ୍ରୁପ୍ ଗଠନ କରି ପାରିବେ । ଏହାସହ ଗ୍ରୁପର କଲର୍ ମଧ୍ୟ ଦେଖିପାରିବେ । ୟୁଜର୍ସ ଚାହିଁଲେ ଟ୍ୟାବକୁ ମୁଭ୍ କରିପାରିବେ ।