ହାଇଦ୍ରାବାଦ: ଧିରେ ଧିରେ କରାଳ ହେବାରେ ଲାଗିଛି ସ୍ପେନର ‘ଗ୍ଲୋରିଆ’ ଝଡ । ଏପର୍ଯ୍ୟନ୍ତ ଏହାର ପ୍ରଭାବରେ 13 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 4ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି । ସେପଟେ ପ୍ରବଳ ବର୍ଷା ଓ ପବନରେ ଅନେକ ସ୍ଥାନରେ ରାସ୍ତାଘାଟ ଧୋଇ ହୋଇଯାଇଛି । ଫଳ ସ୍ବରୂପ ଅନେକ ସ୍ଥାନକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।
ସ୍ପେନରେ ‘ଗ୍ଲୋରିଆ’ ଝଡର ପ୍ରଭାବ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି - ସ୍ପେନରେ ଗ୍ଲୋରିଆ ପ୍ରଭାବ
ଧିରେ ଧିରେ କରାଳ ହେବାରେ ଲାଗିଛି ସ୍ପେନର ‘ଗ୍ଲୋରିଆ’ ଝଡ । ଏପର୍ଯ୍ୟନ୍ତ ଏହାର ପ୍ରଭାବରେ 13 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 4ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି ।
ସ୍ପେନରେ ‘ଗ୍ଲୋରିଆ’ ଝଡର ପ୍ରଭାବ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି
ସୂଚନା ଅନୁଯାୟୀ ଜାନୁଆରୀ 23ରେ ସ୍ପେନକୁ କବଳିତ କରିଥିଲା ଏହି ଝଡ। ଏନେଇ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ପେଡ୍ରୋ ସାନସେଜ ଆକାଶ ମାର୍ଗରେ କ୍ଷୟକ୍ଷତି ପରଖି ଦେଖିଥିଲେ । ସେପଟେ ଶୁକ୍ରବାର ଏକ ଜରୁରୀକାଳୀନ ବୈଠକ ମଧ୍ୟ କରାଯାଇଥିଲା ।