ଓଡିଶା

odisha

ETV Bharat / bharat

ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13ଲକ୍ଷ ଠକିଲେ ନକଲି ଜଜ-ପୋଲିସ - ଗାଜିଆବାଦରେ ନକଲି ଜର୍ଜ ଓ ପୋଲିସ ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13 ଲକ୍ଷ ଠକିଲେ

ଉତ୍ତର ପ୍ରଦେଶର ଗାଜିଆବାଦରେ ନକଲି ଜଜ ଓ ପୋଲିସ ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13ଲକ୍ଷ ଠକିଛନ୍ତି । ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ 2ଜଣ ଫେରାର ଅଛନ୍ତି ।

ghaziabad-fake-judges-and-fake-cops-duped-13-lakh-from-dowry-victim
ଗାଜିଆବାଦରେ ନକଲି ଜର୍ଜ ଓ ପୋଲିସ ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13 ଲକ୍ଷ ଠକିଲେ

By

Published : Feb 8, 2020, 8:09 PM IST

ଲକ୍ଷ୍ନୌ: ବିବାହ ବଚ୍ଛେଦର ଫାଇଦା ଉଠାଇ ନେଲେ ନକଲି ଜଜ ଓ ପୋଲିସ । ଉତ୍ତରପ୍ରଦେଶର ଗାଜିଆବାଦରେ ନକଲି ଜଜ ଓ ପୋଲିସ ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13ଲକ୍ଷ ଠକି ନେଇଥିଲେ । ଅଭିଯୋଗ ଆସିବା ପରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ 2ଜଣ ଫେରାର ଅଛନ୍ତି ।

ଗାଜିଆବାଦରେ ନକଲି ଜର୍ଜ ଓ ପୋଲିସ ବିବାହ ବିଚ୍ଛେଦ ପୀଡିତାଙ୍କ ଠାରୁ 13 ଲକ୍ଷ ଠକିଲେ

ଉତ୍ତର ପ୍ରଦେଶର ଗାଜିଆବାଦର ବିଜୟ ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ, କିଛି ଦିନ ତଳେ ନିଜ ଝିଅର ବିବାହ ବିଚ୍ଛେଦ ହୋଇଥିଲା । ପରେ ଏନେଇ ଥାନାରେ ଏତଲା ଦାଏର କରିଥିଲେ ପୀଡିତା ପରିବାର । ତେବେ ଟଙ୍କା ଦେଲେ ନିଜ ସପକ୍ଷରେ ନ୍ୟାୟ ମିଳିବ ବୋଲି କହିଥିଲେ ପୀଡିତା ପରିବାରକୁ କହିଥିଲେ ନକଲି ଜଜ ଏବଂ ପୋଲିସ । ସେମାନେ ମଧ୍ୟରୁ ଜଣେ ଜଜ ଅଛନ୍ତି ସେ ଆପଣଙ୍କ ସପକ୍ଷରେ ନ୍ୟାୟ ଦେବେ ବୋଲି କହି 13 ଲକ୍ଷ ଟଙ୍କା ଠକିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୋଲିସ ବୋଲି କହିଛନ୍ତି ଏବଂ ସମସ୍ତେ ଶିକ୍ଷିତ ବ୍ୟକ୍ତି ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details