ଓଡିଶା

odisha

ETV Bharat / bharat

ମହାଦେବଙ୍କ ଆଶିଷ ପାଇଁ ସୋମବାର କରନ୍ତୁ ଏହି କାର୍ଯ୍ୟ - ଭଗବାନ ଶିବଙ୍କୁ ପ୍ରସନ୍ନ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି କାର୍ଯ୍ୟ। ଜାଣିବା ପାଇଁ ପଢନ୍ତୁ...

ମହାଦେବଙ୍କ ଆଶିଷ ପାଇଁ ସୋମବାର କରନ୍ତୁ ଏହି କାର୍ଯ୍ୟ
ମହାଦେବଙ୍କ ଆଶିଷ ପାଇଁ ସୋମବାର କରନ୍ତୁ ଏହି କାର୍ଯ୍ୟ

By

Published : Jan 13, 2020, 7:01 AM IST

Updated : Jan 13, 2020, 7:32 AM IST

ହାଇଦ୍ରାବାଦ: କୋପେ ବର ନହେଲେ ତପେ ବର। କୁହାଯାଏ ଭଗବାନ ଶିବ ଭକ୍ତଙ୍କ ଦୁଃଖ ଦୂର କରିବା ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ସେଥିପାଇଁ ଖୁବ୍ ସହଜ ଉପାୟରେ ଶିବ ସନ୍ତୁଷ୍ଟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବୁ କେଉଁ ଉପାୟରେ ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବେ।

ପ୍ରତି ସୋମବାର ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ । ଯଦି ଆପଣ ଉପବାସ କରୁଛନ୍ତି ତେବେ ମନ୍ଦିର ନିଶ୍ଚୟ ଯାଆନ୍ତୁ।

ସେହିପରି ସୋମବାର ଆମିଷ ଖାଇବାରୁ ଦୂରେଇ ରୁହନ୍ତୁ।

ଭଗବାନ ଶିବଙ୍କୁ 108 ବେଲପତ୍ର ଅର୍ପଣ କରନ୍ତୁ । ଜଳାଭିଷେକ ପରିବର୍ତ୍ତେ ମହାଦେବଙ୍କୁ କ୍ଷୀରରେ ଅଭିଷେକ କରନ୍ତୁ ।

ଶିବଲିଙ୍ଗ ଉପରେ ଜଳ କିମ୍ବା ଖିର ଚଢାଇ ‘ଓଁ ମହାଶିବାୟ ସୋମାୟ ନମଃ’ ଜପନ୍ତୁ।

ଶିବ ମନ୍ଦିର ଦର୍ଶନ କରିବା ସମୟରେ ମନ୍ଦିର ଚର୍ତୁପାର୍ଶ୍ବରେ ଦେବାଦେବୀଙ୍କୁ ଦର୍ଶନ କରନ୍ତୁ।

ଚାକିରୀ କ୍ଷେତ୍ରରେ ସଫଳତା ପାଇବା ପାଇଁ ସୋମବାର ଦିନ ସନ୍ଧ୍ୟାରେ ଭଗବାନ ଶିବଙ୍କୁ ମହୁ ଅର୍ପଣ କରନ୍ତୁ। ଏହା ପରେ ଭଗବାନଙ୍କୁ ଜଳ ସ୍ନାନ କରାନ୍ତୁ।

Last Updated : Jan 13, 2020, 7:32 AM IST

ABOUT THE AUTHOR

...view details