ଓଡିଶା

odisha

By

Published : Sep 7, 2020, 12:42 PM IST

ETV Bharat / bharat

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ 4 ଯୁବକ

କର୍ଣ୍ଣାଟକର ଭୀମା ନଦୀରେ ବୁଡି 4 ଜଣଙ୍କର ମୃତ୍ୟୁ । ରବିବାର ନଦୀକୁ ଗାଧୋଇବାକୁ ଯାଇ 4 ଜଣଙ୍କର ମୃତ୍ୟୁ ହୋଇଛି ।

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ 4 ଯୁବକ
ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ 4 ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଭୀମା ନଦୀରେ ବୁଡି 4 ଜଣ ଯୁବକଙ୍କ ମୃତ୍ୟୁ । ରବିବାର ନଦୀକୁ ଗାଧୋଇବାକୁ ଯାଇ 4 ଜଣଙ୍କର ମୃତ୍ୟୁ ହୋଇଛି । ନଦୀର ପ୍ରବାହ ଅଧିକ ରହିଥିବାରୁ ପାଣିରେ ଭାସି ଯାଇଥିଲେ ସମସ୍ତେ ।

ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ 4 ଯୁବକ

ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଆୟାନ୍, ଅମନ୍, ରେହାନ୍ ଓ ଇରଫାନ୍ । ତେବେ ଏନଡିଆରଏଫ୍ ଦଳ ଓ ଅଗ୍ନିଶମବାହିନୀର ମିଳିତ ସହାୟତାରେ 4 ଜଣଙ୍କୁ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details