ଅମରାବତୀ : ନକଲି ନୋଟ ଛାପି ବନ୍ଧା ହେଲେ ଚାରି ଅଭିଯୁକ୍ତ । ଏଭଳି ଅଭିଯୋଗ ଆସିଛି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଚେବ୍ରୋଲୁ ଗାଁରୁ । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଁରେ ଚାଲିଥିବା ଏହି ନକଲି ନୋଟ ଛାପା କାରବାର ଚଢାଉ କରିଥିଲା । ଚଢାଉ ସମୟରେ ନକଲି ନୋଟ ସହିତ ଦୁଇଟି କଲର ପ୍ରିଣ୍ଟର ଜବତ କରାଯାଇଛି ।
ନକଲି ନୋଟ ଛାପି ବନ୍ଧା ହେଲେ ଚାରି ଅଭିଯୁକ୍ତ
ନକଲି ନୋଟ ଛାପି ବନ୍ଧା ହେଲେ ଚାରି ଅଭିଯୁକ୍ତ । 1,49,200 ନକଲି ନୋଟ ଓ ଦୁଇଟି କଲର ପ୍ରିଣ୍ଟର ଜବତ। ଅଧିକ ପଢନ୍ତୁ...
ନକଲି ନୋଟ ଛାପି ବନ୍ଧା ହେଲେ ଚାରି ଅଭିଯୁକ୍ତ
ତେବେ, ଜବତ ହୋଇଥିବା ନକଲି ନୋଟର ମୂଲ୍ୟ 1,49,200 ବୋଲି ଆକଳନ କରିଛି ପୋଲିସ । ତେବେ ଏହି ଘଟଣାରେ ପୋଲିସ 4ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ।
ସୌଜନ୍ୟ @ANI