ହାଇଦ୍ରାବାଦ: ତେଲେଙ୍ଗାନାର ଚିକତୟାପାଲେମ୍ରେ ସଡକ ଦୁର୍ଘଟଣା । ଟ୍ରକ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ଘଟିଛି । ଗାଡିରେ 11 ଜଣ ଥିବାବେଳେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଛି ।
ତେଲେଙ୍ଗାନାରେ ଟ୍ରକ ଦୁର୍ଘଟଣା, 4 ମୃତ - ସଡକ ଦୁର୍ଘଟଣା
ତେଲେଙ୍ଗାନାର ଚିକତୟାପାଲେମ୍ରେ ସଡକ ଦୁର୍ଘଟଣା । ଟ୍ରକ ଦୁର୍ଘଟଣାରେ 4 ଜଣ ମୃତ ।

ତେଲେଙ୍ଗାନାରେ ଟ୍ରକ ଦୁର୍ଘଟଣା, 4 ମୃତ
ମୃତକମାନେ ରଙ୍ଗାରେଡ୍ଡୀ ଜିଲ୍ଲା ଅମ୍ବୋତୁଲାଟଣ୍ଡାର ହରୈୟା, ଗୋବିନ୍ଦର, ମଧୁ ଓ ଦୁରୈୟା ହୋଇଥିବା ସୂଚନା । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି ।