ଓଡିଶା

odisha

ଦିଲ୍ଲୀରେ ଗୁଳିକାଣ୍ଡ, 4 ଆହତ

By

Published : Dec 10, 2019, 10:52 AM IST

ଦିଲ୍ଲୀର ପ୍ରେମନଗରରେ ଗୁଳିକାଣ୍ଡ । 4 ଜଣ ଆହତ । ଅଭିଯୁକ୍ତ ଫେରାର ।

firing
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଗୁଳିକାଣ୍ଡ ନେଇ ଖବର ସାମ୍ନାକୁ ଆସିଛି । ପ୍ରେମନଗରରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଏଥିରେ 4 ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡରେ ଆହତଙ୍କ ସହ ଆକ୍ରମଣକାରୀର ସମ୍ପର୍କ ଥିବା କଥା ଜଣା ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ରହିଛି ।

କେତେ ରାଉଣ୍ଡ ଗୁଳି ଚାଳନା ହୋଇଛି ତାହା ଏ ଯାଏ ଜଣା ପଡି ନଥିବା ବେଳେ ପୋଲିସ ଅପରାଧୀକୁ ଧରିବାକୁ ପ୍ରୟାସ ଜାରି ରଖିଛି । ତେବେ ଘଟଣାରେ ତଦନ୍ତ ଚାଲିଥିବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details